ଲାପସ୍ ହୋଇଯାଇଥିବା ଚାଷୀଙ୍କ ଧାନ ତୁରନ୍ତ କିଣିବା ପାଇଁ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ଖଣ୍ଡଦେଉଳି ସେବା ସମବାୟ ସମିତିର ପଞ୍ଜୀକୃତ ଚାଷୀଙ୍କ ଧାନ କିଣିବା ପାଇଁ ଆସିଥିବା ଟୋକେନ୍ ଲାପସ ହୋଇଯାଇଥିଲେ ସୁଦ୍ଧା ସେମାନଙ୍କ ଧାନ କିଣାଯାଇନାହିଁ ।

Read more

Advertisement

ଏବେ ଏବେ