ଶନିବାର ଛୁଟି ସୁହାଉଛି : ସରକାରୀ କର୍ମଚାରୀ କାର୍ଯ୍ୟାଳୟରେ ଅଧିକାଂଶ ଦିନ ଅନୁପସ୍ଥିତ ରହୁଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି: ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ପାଇଁ ସବୁ ଶନିବାର ସରକାରୀ ଅଫିସ ଛୁଟି । ଏଭଳି ନିର୍ଦ୍ଦେଶନାମା ସରକାର ଜାରି କରିଛନ୍ତି ସଂପ୍ରତି କରୋନା ସଂକ୍ରମଣ କମିଛି। ହେଲେ
Read more


