ଶୈବ ପୀଠ ଗୁଡ଼ିକ ରେ ଜାଗର ଜାଳିଲେ ଭକ୍ତ ଓ ଶ୍ରଦ୍ଧାଳୁ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପବିତ୍ର ଜାଗର ଯାତ୍ରା ବା ମହା ଶିବରାତ୍ରୀ ପାଇଁ ପୁଣ୍ୟତୋୟା ପ୍ରାଚୀ ଉପତ୍ୟକା ର ଶୈବପୀଠ ଗୁଡ଼ିକ ଆଜି ଚଳଚଞ୍ଚଳ ହୋଇ ପଡ଼ିଥିଲା।

Read more

Advertisement

ଏବେ ଏବେ