ସାର ର କୃତ୍ରିମ ଅଭାବ ଓ କଳା ବଜାରୀ ନେଇ ଚାଷୀ ମହଲରେ ଅସନ୍ତୋଷ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ରାଇରଙ୍ଗପୁର କୃଷି ବିଭାଗ କାର୍ଯ୍ୟାଳୟ ଅଧିନସ୍ଥ ରାଇରଙ୍ଗପୁର,ବହଳଦା,ଜାମଦା,ତିରିଂ,ଝରାଡିହି, ବାଦାମ ପାହାଡ,ବିଶୋଇ,ବିଜାତଳା,ଗୋରୁ ମହିଷାଣୀ ହାଟବାଦଡା ବିଭିନ୍ନ ଅଞ୍ଚଳରେ ସାର ର କୁତ୍ରିମ ଅଭାବ ଦେଖାଦେଇଛି
Read more