ସୁରକ୍ଷାକର୍ମୀ ଗୁଳିରେ ୨ ମାଓବାଦୀ ମୃତ

ଛତିଶଗଡର ବିଜାପୁର ଜିଲ୍ଲାରେ ପାମେଡ ଅଂଜଳରେ ସୁରକ୍ଷାକର୍ମୀ ଓ ମାଓବାଦୀ ମାନଙ୍କ ଗୁଳିବିନିମୟ ହୋଇଥିଲା । ଏହି ଗୁଳି ବିନିମୟରେ ସୁରକ୍ଷାକର୍ମୀଗୁଳିରେ ୨ ମାଓବାଦୀ ନିପାତ ହୋଇଛନ୍ତି

Read more

Advertisement

ଏବେ ଏବେ