ସେପ୍ଟେମ୍ବର ୩୦ରେ ହେବ ପିପିଲି ଉପନିର୍ବାଚନ
ଭୁବନେଶ୍ୱର (ଓ୍ବାଇଏନ୍ଏସ୍) ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର ୩ରେ ଭୋଟ ଗଣତି ହେବ। ଶନିବାର ନିର୍ବାଚନ କମିସନ ଏନେଇ ଘୋଷଣା କରିଛନ୍ତି।
Read moreଭୁବନେଶ୍ୱର (ଓ୍ବାଇଏନ୍ଏସ୍) ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର ୩ରେ ଭୋଟ ଗଣତି ହେବ। ଶନିବାର ନିର୍ବାଚନ କମିସନ ଏନେଇ ଘୋଷଣା କରିଛନ୍ତି।
Read more