ପାରାଦୀପ ହାଉସିଙ୍ଗ ବୋର୍ଡ କଲୋନୀରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ପାରାଦୀପ-  ପାରାଦୀପ ମଧୁବନ ସ୍ଥିତ ହାଉସିଙ୍ଗ ବୋର୍ଡ କଲୋନୀରେ ଥିବା ସାରଳା ଏଣ୍ଟରପ୍ରାଇଜର୍ସ ର ଷ୍ଟୋରରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।

Read more

Advertisement

ଏବେ ଏବେ