ହାଟବାଦଡା ପଞ୍ଚାୟତରେ ସ୍ବଚ୍ଛତା ହିଁ ସେବା ଅଭିଯାନରେ ସରପଞ୍ଚ ସବିତା ସୋରେନଙ୍କ ସଫେଇ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଲକର ହାଟବାଦଡା ପଞ୍ଚାୟତର ହାଟବାଦଡା ବଜାରର ୩ନମ୍ଵର ଓ୍ବାର୍ଡରେ ‘ସ୍ବଛତା ହିଁ ସେଵା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ