ହିରୋ ଗ୍ରୁପ୍ ପକ୍ଷରୁ କୋଭିଡ୍‌-୧୯ ରିଲିଫ୍ ପାଣ୍ଠିକୁ ୧୦୦ କୋଟି ଟଙ୍କା ଦାନ

ମୁମ୍ବାଇ : ବିଶ୍ୱର ବୃହତ୍ ଦୁଇ ଚକିଆ ଯାନ ନିର୍ମାତା ହିରୋ ଗ୍ରୁପ୍ ପକ୍ଷରୁ କୋଭିଡ୍‌-୧୯ ରିଲିଫ୍ ପାଣ୍ଠିକୁ ୧୦୦ କୋଟି ଟଙ୍କା ଦାନ କରାଯାଇଛି ।

Read more

Advertisement

ଏବେ ଏବେ