୧୦୦ କୋଟି କ୍ଲବରେ ସାମିଲ ହେଲା “ହାଉସଫୁଲ୍‌-୪’

ମୁମ୍ବାଇ: ଚଳିତ ବର୍ଷର ଦିୱାଲି ଉପଲକ୍ଷେ ଗତ ୨୫ ତାରିଖରେ ରିଲିଜ୍ ହୋଇଥିବା ଏବର୍ଷର ଅନ୍ୟତମ ବହୁପ୍ରତୀକ୍ଷିତ ସିନେମା “ହାଉସଫୁଲ୍‌-୪’ ଅବଶେଷରେ ୧୦୦ କୋଟି କ୍ଲବରେ ପହଞ୍ଚିଛି

Read more

Advertisement

ଏବେ ଏବେ