୩୯ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା ଭୁବନେଶ୍ୱରରେ ପୁଣି ନୁଆରେ ୧୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଓଡ଼ିଶାରେ ୩୯ରେ ପହଁଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭୁବନେଶ୍ୱରରେ ରବିବାର ନୂତନ ଭାବେ ୧୬ ଜଣଙ୍କଠାରେ କରୋନା ଭୁତାଣୁ ସଂକ୍ରମଣ ଥିବା ଚିହ୍ନଟ ହୋଇଛି।

Read more

Advertisement

ଏବେ ଏବେ