ଶିଖର ପଂଚାୟତରେ ବିଜେପିର କର୍ମୀ ସମ୍ମିଳନୀ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନାଉଗାଁ ବ୍ଳକର ଶିଖର ପଂଚାୟତରେ ବିଜେପି ଦଳ ପକ୍ଷରୁ ପଂଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଅଙ୍ଗେଶ୍ୱରପଡା ଆଶ୍ରମ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି।

Read more

Advertisement

ଏବେ ଏବେ