ଚିକିତ୍ସାଳୟରେ ରୋଗୀ ଚିକିତ୍ସା କାର୍ଯ୍ୟକୁ ପରିଦର୍ଶନ କଲେ ୟୁରୋ ସ୍କୁଲ ଛାତ୍ରଛାତ୍ରୀ

ଛତ୍ରପୁର,(ଓ୍ବାଇଏନଏସ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲର ଛାତ୍ରଛାତ୍ରୀ ଶନିବାର ଅଧ୍ୟୟନ ଭ୍ରମଣରେ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାର ରୋଗୀ ଚିକିତ୍ସା କାର୍ଯ୍ୟକୁ ପରିଦର୍ଶନ କରିଛନ୍ତି ।

Read more

Advertisement

ଏବେ ଏବେ