ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ଶିବିର

ଛତ୍ରପୁର, (ଓ୍ବାଇଏନଏସ): କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବଢ଼ାଇବା ପାଇଁ ସ୍ୱାସ୍ଥ୍ୟ ପ୍ରତି ସଚେତନତା ଜରୁରୀ। ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା ଦ୍ୱାରା ଅନେକ ଅଜଣା ରୋଗରୁ ମୁକ୍ତି ମିଳିପାରିବ।

Read more

Advertisement

ଏବେ ଏବେ