ସଡ଼କ ଦୁର୍ଘଟଣାରେ ଦାଦା -ପୁତୁରା ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ମୋହନା ଅଞ୍ଚଳରେ ଏକ ଅଭାବନୀୟ ଦୁଃଖଦ ଘଟଣା ଘଟି ଯାଇଛି. ଭୋଜି ଖାଇବାକୁ ଯାଉଥିଲେ ଦାଦା ପୁତୁରା। ହେଲେ ଦୁର୍ଘଟଣାରେ ଚାଲିଗଲା

Read more

Advertisement

ଏବେ ଏବେ