ରାମନାଗୁଡାରେ ଆଇନଗତ ସାକ୍ଷରତା ସଚେତନତା ଶିବିର

ଗୁଣପୁର,(ୱାଇଏନଏସ): ରାମନାଗୁଡା ବ୍ଲକ ଅଫିସ ସମ୍ମିଳନୀ କକ୍ଷରେ ଗୁଣପୁର ଅଦାଲତର ଆଇନ ପରାମର୍ଶ କେନ୍ଦ୍ର ଆନୁକୂଲ୍ୟରେ ଆଇନଗତ ସାକ୍ଷରତା ଏବଂ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Read more

Advertisement

ଏବେ ଏବେ