ଦୁର୍ଦ୍ଦାନ୍ତ ଡକାୟତ ରାଜା ସାହାଣୀକୁ ଜେରା କରିବ କର୍ଣ୍ଣାଟକର ମହୀଶୂର ପୁଲିସ

କଟକ,(ଓ୍ବାଇଏନଏସ): ଚୌଦ୍ୱାର ଜେଲ୍‌ରୁ ଫେରାର୍ ହେବାର ଦୀର୍ଘ ୬ ମାସ ପରେ ଧରାପଡ଼ିଥିବା ବିହାରର ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ଜେରା କରିବା ପାଇଁ କଟକରେ ପହଞ୍ଚିଛି

Read more

Advertisement

ଏବେ ଏବେ