ଗଜରାଜପୁର ବାହାଲିଆସାହିଛକରେ ଥିବା ପୋଲ ବିପର୍ଯ୍ୟସ୍ତ : ପୋଲକୁ ସଂଯୋଗ କରିଛି ପୂର୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଜରାଜପୁର ବାହାଲିଆସାହି ଛକ ନିକଟରେ ଥିବା ପୋଲଟି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏହି ପୋଲଟି କେନାଲ ଉପରେ ହୋଇଥିବା
Read more


