ଅଶ୍ଲିଳ ଭିଡିଓ ଭାଇରାଲ ଅଭିଯୋଗରେ ଟ୍ରକ ଚାଳକ ଗିରଫ

କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଇଷ୍ଟାଗ୍ରାମରେ ମହିଳା ଙ୍କ ଫୋଟ ଯୋଡି ଅଶ୍ଲିଳ ଭିଡେଓ ଭାଇରାର କରିବା ଅଭିଯୋଗରେ ସଦର ଥାନା ପୋଲିସ ଜଣେ ଟ୍ରକ ଚାଳକଙ୍କୁ ଗିରଫ କରିଛି।ଅଭିଯୁକ୍ତ ଜଣଙ୍କ ହେଲେ ପଳାସପଙ୍ଗା ପଞ୍ଚାୟତ ସରସକେଲା ଗ୍ରାମର ରସିକଲାଲ ମହାନ୍ତ(୩୨)।ଏହି ଘଟଣା ନେଇ ୮ତାରିଖ ରେ ଉକ୍ତ ମହିଳା ଜଣଙ୍କ ସଦର ଥାନାରେ ଅଭିଯୋଗ କରିଥିଲେ।ଏନେଇ ପୋଲିସ ୨୦୮/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।ଆଜି ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଅମିତ କୁମାର ଭୁୟାଁ ରସିକଲାଲ ଙ୍କୁ କୋର୍ଟ ଚାଲାଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ