ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା, ୨ଗୁରୁତର

ହାଟଡିହି (ବିକାଶ ବିଶ୍ବାଳ) : ଆନନ୍ଦପୁର ଭଦ୍ରକ ରାସ୍ତାର ହାଟଡିହି ହାଇସ୍କୁଲ ଛକ ନିକଟରେ ଆଜି ଦିନ ଗୋଟାଏ ବେଳେ ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ୨ଜଣ ବାଇକ୍ ଆରୋହୀ ଗୁରୁତର ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର କରାଯାଇ ଜଣକୁ ଭଦ୍ରକ ଓ ଅନ୍ୟ ଜଣକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି। ବାଇକ୍ ଆରୋହୀ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଡଙ୍କୁରୀ ଗ୍ରାମର ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ପନ୍ଦାଡ ଅଞ୍ଚଳର ବୋଲି ଜଣା ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ