ଯଶୋଦା ଫାଉଣ୍ଡେସନ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ

ଛତ୍ରପୁର, (ଓ୍ବାଇଏନଏସ):   ଛତ୍ରପୁର ତାଡେ଼ପଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ   ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ଟ୍ରଷ୍ଟି ସାଗରିକା ପଣ୍ଡା ଙ୍କ ପୌରହିତ୍ୟ ରେ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି I ଏଥିରେ ମୁଖ୍ୟ ଅତିଥି ଭାବେ ରାଧେଶ୍ୟାମ  ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦେବାଶିଷ ମିଶ୍ର  , ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଡ଼ଃ ପ୍ରଶାନ୍ତ କୁମାର ଶତପଥି  ଯୋଗ ଦେଇ  ଛତ୍ରପୁର ବ୍ଲକ ଭିକାରିପଲ୍ଲୀ ଗ୍ରାମପଂଚାୟତ ଅନ୍ତର୍ଗତ ବଗଡ଼ପଲ୍ଲୀ ଗ୍ରାମର  ଗରିବ ବୃଦ୍ଧ ଓ ବୃଦ୍ଧାଙ୍କୁ  ଶୀତ ବସ୍ତ୍ର ବଣ୍ଟନ କରିଥିଲେ  l  କାର୍ଯ୍ୟକ୍ରମ କୁ ଟ୍ରଷ୍ଟି ଶ୍ରୀମତୀ ପଣ୍ଡା ଓ ପୁଷ୍ପାଞ୍ଜଳି ସାହୁ ପରିଚାଳନା ରେ ସହ ଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ