ଅଜଣା ବାଇକ ଧକ୍କାରେ ପଥିକ ଗୁରୁତର

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ଗାଁ ରେ ଗୁରୁବାର ଦିନ ଟୁସୁମେଳା ହେଉଥିଲା । ବଡ଼ଗାଁ ରେ ମୁନୁ ମାଝୀ ରାସ୍ତା ପାରୋଉ ଥିବା ବେଳେ ଏକ ଅଜଣା ବାଇକ ଧକ୍କାରେ ପଡିଯାଇ ଗୁରୁତର ହୋଇଥିଲେ ।ବାଇକ ଚାଳକ ଧକ୍କା ଦେଇ ଦୃତ ଗତିରେ ଆସି ପଳାଇଥିଲା ।ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ