ଗଜପତି ଅଜଣା ବ୍ୟକ୍ତି ଅଟୋରେ ବସି ମୃତ୍ୟ ବରଣ 13/07/2020 YWPSENU3 0 Comments ଅଜଣା ବ୍ୟକ୍ତି ଅଟୋରେ ବସି ମୃତ୍ୟ ବରଣ ମୋହନା, (ଅଂଶୁମାନ ପଣ୍ଡା):ମୋହନା ଥାନା ହାଈସ୍କୁଲ ଛକ ନିକଟରେ ଅଜଣା ବ୍ୟକ୍ତି ଅଟୋରେ ବସି ମୃତ୍ୟ ବରଣ କରିଛନ୍ତି । ଘଟଣା ସ୍ଥଳରେ ମୋହନା ପୁଲିସ ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଈଁ ଅନୁସନ୍ଧାନ ଜାରି ରଖିଛି Spread the love