ଅଡବା ରେ ଅଷ୍ଟପହରି ପାଇଁ କଳସ ଯାତ୍ରା
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ରାଧା କୃଷ୍ଣ ମନ୍ଦୀର ରେ ଦୁଇ ବର୍ଷ ପରେ ଧୁମ୍ ଧାମ ରେ ପାଳନ ହେଉଛି ଅଷ୍ଟପହରୀ ହରଭଙ୍ଗି ନଦୀ ରେ ପ୍ରଥମେ ପଣ୍ଡିତ ବାପି ପଣ୍ଡା ପୁଜା ଅର୍ଚ୍ଚନା କରିଥଲେ ପରେ ଶତାଧିକ ମହିଳା କଳସ ଯାତ୍ରା ରେ ସାମିଲ ହୋଇ କଳସ ଯାତ୍ରା ହରଭଙ୍ଗି ନଦୀ ଠାରୁ ବାହାରି ରାଧା କୃଷ୍ଣ ମନ୍ଦୀର ରେ ପହଞ୍ଚି ଥିଲେ ଘଣ୍ଟ ତାଳ ହୁଳ ହୋଳୀ ରେ ନଗର କମ୍ପି ଉଠିଥିଲା କର୍ତ୍ତା ଭାବେ ଖଦାଳ ଗୌଡ ପୁଜା ରେ ଭାଗ ନେଥିବା ବେଳେ ପରିଚାଳନା କରିଥିଲେ ଜଗନ୍ନାଥ ଦାସ, ସନ୍ତୋଷ ନାୟକ, ଟୁକୁନା ପାତ୍ର, ଜୀତୁ ଗୌଡ, ରାଜେନ୍ଦ୍ର, ସୋହଜଗ ରେ ଗ୍ରାମ ବାସୀ


