ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ
ଛତ୍ରପୁର , (ଓ୍ବାଇଏନ୍ଏସ୍) : ଗତ ସୋମବାର ରାତି ରେ ସୋରଡ଼ା ଓ ଆସ୍କା ଅବକାରୀ ବିଭାଗର ମିଳିତ ଉଦ୍ୟମରେ ବାଲିସିରା ,କମାଗଡ଼ ,ଲଣ୍ଡାଜୁଆଳି ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇ ୯୦୪ ଲିଟର ମଦ ଜବତ କରାଯାଇଛି ଓ ୧୨,୩୬୦ ଲିଟର ପୋଚ ନଷ୍ଟ କରାଯାଇଛି | ଏ ନେଇ ଥାନା ଅଧିକାରୀ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି | ଏହି ଚଢ଼ାଉ ରେ ଆସ୍କା ଅବକାରୀ ବିଭାଗ , ସୋରଡ଼ା ଅବକାରୀ ବିଭାଗ ସୂଚନା ଦେଇଛନ୍ତି |


