ଅଲ୍ଲୀ ଖାନଙ୍କୁ ପୋଲିସ ପଠାଇଲା ଲିଗାଲ ନୋଟିସ

ମୁମ୍ବାଇ ( ଯୁଗାବ୍ଦ ନ୍ୟୁଜ ) : ବଲିଉଡର କ୍ୟୁଟ ଅଭିନେତ୍ରୀ ତଥା କମ ସମୟରେ ଅଧିକ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କୁ ଦିଲ୍ଲୀ ପୋଲିସ ଲିଗାଲ ନୋଟିସ ପଠାଇଛି । ଏହି ଘଟଣାରେ ପରେ ସେ ବେଶ ଚର୍ଚ୍ଚାରେ ଅଛନ୍ତି । ଖବର ଅନୂୁଯାୟୀ ଅଭିନେତ୍ରୀ ଓ ଅଭିନେତା କାର୍ତ୍ତିକ ଆର‌୍ୟ୍ନଙ୍କ ଲଭ ଆଜ କଲ ସୁଟିଂରେ ବ୍ୟସ୍ଥ ଅଛନ୍ତି । ଉଭୟ୍ର ଅଭିନେତା ଓ ଅଭିନେତ୍ରୀ ଦୁହିଁଙ୍କର ସୋସିଆଲ ମିଡିଆରେ ଫଟୋ ମଧ୍ୟ ରାଇରାଲ ହୋଇଥାଏ । କିନ୍ତୁ ବାଇକରେ ବସି ଅଭିନେତା ଓ ଅଭିନେତ୍ରୀ ଗାଡିରେ ବସିଥିଲେ ମଧ୍ୟ ଅଭିନେତା ଜଣକ ହେଲେମେଟ ପିନ୍ଧିଥିବା ବେଳେ ଅଭିନେତ୍ରୀ ଜଣକ ହେଲମେଟ ପିନ୍ଧିନଥିଲେ । ଅଭିନେତ୍ରୀ ଜଣକ ହେଲମେଟ ନପିନ୍ଧି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ଦିଲ୍ଲୀ ପୋଲିସ ଲିଗାଲ ନୋଟିସ ଜାରୀ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ