ଆଚ୍ଛାସଙ୍ଗଠନ ପକ୍ଷରୁ ବୃକ୍ଷରୋପଣ
ବାଲେଶ୍ୱର, (ସରୋଜ କୁମାର ପଣ୍ଡା):ବୃକ୍ଷହିଁଜୀବନ ।ମାତ୍ରଆମେସେଥିପାଇଁଏତେଟାବିସଚେତନ ନୁହଁ । ଆଗଭଳି ଆଉବର୍ଷା ମଧ୍ୟହେଉନାହିଁଠିକ୍ସମୟରେସେଥିପାଇଁଜଙ୍ଗଲ ନଷ୍ଟହିଁ ଦାୟୀ ।ବର୍ତ୍ତମାନ ଅନେକସଂଗଠନ ଅନେକସ୍ୱେଚ୍ଛାସେବୀ ମଧ୍ୟବୃକ୍ଷରୋପଣକରୁଛନ୍ତିକିନ୍ତୁରକ୍ଷଣାବ୍ୟକ୍ଷଣା ଅଭାବରୁଉକ୍ତଗଛ ଟୋପେ ପାଣି ନପାଇମରିଯାଉଛି ।ସେହିଭଳିଭାବରେଓଡିଶାରସୁନାମଧନ୍ୟସଂସ୍ଥାହେଉଛି “ଆଚ୍ଛା”ସଂଗଠନ ଲକ୍ଡାଉନ୍ସମୟହେଉକି ଅନ୍ ଲକ୍ରେସଦାସର୍ବଦା କିଛିନାକିଛିସାମାଜିକକାର୍ଯ୍ୟରେଲିପ୍ତରହିଛି । ଆଜି ଆଚ୍ଛାସଂଗଠନରବାଲେଶ୍ୱରଜିଲ୍ଲାସଭାପତିବିନୋଦ୍ କୁମାରମାଝୀଙ୍କନେତୃତ୍ୱରେସଦର ବ୍ଲକ ଅନ୍ତର୍ଗତରସୁଲପୁର ପଞ୍ଚାୟତରେ “ବୃକ୍ଷରୋପଣ ଓ ତାରରକ୍ଷଣବେକ୍ଷଣ” କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଥିଲା ।ସଂଗଠନରସମସ୍ତସଦସ୍ୟଙ୍କସହଯୋଗରେମିମ୍ବ ଗଛ, ଆମ୍ବ ଗଛ, ବରଗଛ, ଅଶ୍ୱତ୍ଥ ଭଳି ଅନେକଗଛରଚାରାରୋପଣସହକିପରିତାହା ର ଯତ୍ନ ନିମନ୍ତେ ବୃକ୍ଷରଚାରିପାଖରେବାଉଁଶକୋଣିରେବାଡଘେରାଇ ଥିଲେ । ଉକ୍ତକାର୍ଯ୍ୟକ୍ରମରେ ଅନ୍ୟମାନଙ୍କସଧ୍ୟରେଖଗେଶ୍ୱରବଢେଇ, ମିନାକ୍ଷୀମହାନ୍ତି, ସୂର୍ଯ୍ୟକାନ୍ତ ମାଝୀ, ରାଜେନ୍ଦ୍ରବେହେରା, କିଶର୍ମହାନ୍ତି, ଉତ୍ତମବେହେରା ପ୍ରଭୃତିଉପସ୍ଥିତ ଥିଲେ ।


