ଆରବିଆଇ ର ନୂଆ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓଡିଆ ପୁଅ ରବି ନାରାୟଣ ମିଶ୍ର

ରିଜର୍ଭ ବ୍ୟାଙ୍କ ର ଓଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପରେ ଆଉଜଣେ ଓଡିଆ ଦେଶର ସର୍ବୋଚ୍ଚ ବ୍ୟାଙ୍କ ର କାର୍ଯ୍ୟନିର୍ବାହୀ ଅଧିକାରୀ ହେବାକୁ ଯାଉଛନ୍ତି । ଦୀର୍ଘ ବର୍ଷ ଧରି ମହାପ୍ରବନ୍ଧକ ଥିବା ଡକ୍ତର ରବି ନାରାୟଣ ମିଶ୍ର ଙ୍କୁ ନୂଆ ଦାୟିତ୍ୱ ମିଳିଛି । ମୁମ୍ବାଇ ସ୍ଥିତ ରିଜର୍ଭ ବ୍ୟାଙ୍କ ର ମୁଖ୍ୟକାର୍ଯ୍ୟାଳୟରେ ଶ୍ରୀ ମିଶ୍ର ଙ୍କୁ ନୂଆ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି । ଏବେ ସେ ଗୁରୁତ୍ୱପୂର୍ଣ୍ଣ ଏନବିଏଏଫସି ଏବଂ କୋପରେଟିଭ ବ୍ୟାଙ୍କ ର ସୁପରଭିଜନ ଭଳି ଗୁରୁ ଦାୟିତ୍ୱ ତୁଲାଇବେ । ରିଜର୍ଭ ବ୍ୟାଙ୍କ ଇଣ୍ଡିଆ ପକ୍ଷରୁ ନିକଟରେ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ