ଆସନ୍ତା କାଲି ବିଶ୍ଵନାଥ ଦାସ ଜୟନ୍ତୀ ପାଳନ ଅବସରରେ…
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :ଆସନ୍ତା କାଲି ମାର୍ଚ୍ଚ ୮ ତାରିଖ ବିଶ୍ଵନାଥ ଦାସ ଜୟନ୍ତୀ ପାଳନ ଅବସରରେ ଆପଣ ଙ୍କ ତଥା ବ୍ରହ୍ମପୁର ସହର ସମସ୍ତ ଗଣ ମାଧ୍ୟମ ବନ୍ଧୁ ମାନଙ୍କ ସହଯୋଗ କାମନା କରୁଛି । ଆପଣ ସମସ୍ତ ଗଣ ମାଧ୍ୟମ ବନ୍ଧୁ ଙ୍କ ଅବଗତି ନିମନ୍ତେ ଗ୍ରୁପ୍ ରେ ସମାଚାର ସ୍ୱରୂପ ନିମନ୍ତ୍ରଣ ପତ୍ର ବିନିମୟ କରିବା ପାଇଁ ଅନୁରୋଧ । ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ । ସମ୍ପାଦକ। ବିଶ୍ଵନାଥ ଦାସ ସ୍ମୃତି ସଂସଦ ।


