ଇସ୍ତଫା ଦେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ

(ଯୁଗାବ୍ଦ ନ୍ୟୁଜ) କିଛି ଦିନ ଧରି କର୍ଣ୍ଣାଟକରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ପରେ ଆଜି ଯବନୀକା ପଡିବାକୁ ଯାଉଛି । ବିଧାନସଭାରେ ଆସ୍ଥା ଭୋଟ ଲୋଡିବା ପୁର୍ବରୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ରାଜ୍ୟପାଳ ବାଜୁ ଭାଇ ବାଲାଙ୍କୁ ଭେଟି ଇସ୍ତଫା ଦେବେ ବୋଲ୍ି ଚର୍ଚ୍ଚା ଜୋର ଧରିଛି ।ସୁଚନାଯୋଗ୍ୟ କୁମାରସ୍ୱାମୀଙ୍କ ପାଖରେ ଆବଶ୍ୟକୀୟ ବିଧାୟକ ନଥିବାରୁ ଏବଂ ତା ସହିତ କର୍ଣ୍ଣାଟକ ମେଣ୍ଟ ସରକାରରୁ ୧୬ ଜଣ ବିଧାୟକ ଇସ୍ତଫା ଦେବା ପରେ କ୍ଷମତା ସଙ୍କଟ ସୃଷ୍ଟି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ