ଋଶି ଲଗାଇ ଯୁବକର ଆତ୍ମହତ୍ୟା ,କାରଣ ଅସ୍ପଷ୍ଟ

ବାଲେଶ୍ୱର ,(ଯୁଗାବ୍ଦ ନ୍ୟୁଜ୍) : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ ଜଣେ ଯୁବକ ରବିବାର ରାତିରେ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ଜଣକ ପରିଚୟ ଛାନୁଆ ଗ୍ରାମର ଶମ୍ବୁ ପାଣିଗ୍ରାହି ବୋଲି ଜଣାପଡିଛି । ଆତ୍ମ କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚିତଦନ୍ତ ଆରମ୍ଭ କରିଛି । ଏନେଇ ଏକ ଅପମୃତ ମାମଲା ରୁଜୁ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ