ଓଡ଼ିଶା ଭିଜିଲାନ୍ସ ବିଭାଗ କୁ ଚଖମା ଦେଇ ଫେରାର ଥିବା ଅଭିଯୁକ୍ତ ଗିରଫ

କଳାହାଣ୍ଡି:ଦୀର୍ଘ ଦିନ ଧରି ଓଡ଼ିଶା ଭିଜିଲାନ୍ସ ବିଭାଗ କୁ ଚଖମା ଦେଇ ଫେରାର ଥିବା ଅଭିଯୁକ୍ତ ଦେବୀ ପ୍ରସାଦ ପଟନାୟକ ଜଗଦଲ୍ ପୁର ଛତିଶଗଡ଼ ପୋଲିସ ଦ୍ବାରା ଗିରଫ, ପୂର୍ବରୁ ତାଙ୍କ ନାଁ ରେ ପ୍ରାଥମିକ ଶିକ୍ଷକ ଙ୍କ ଇ ପି ଏଫ୍ ଟଙ୍କା ସାଙ୍ଗକୁ ବିଭିନ୍ନ ମାମଲା ରୁଜୁ ଥିଲା, ପୂର୍ବରୁ ସେ ଜୟପାଟଣା ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ