ଓଡିଶା ଆସୁଛନ୍ତି ଅମିତ ଶାହା

ଆଜି ରାଜ୍ୟର ୪ଟି ଲୋକସଭା ୨୮ଟି ବିଧାନସଭାରେ ପ୍ରଥମ ପର୍ଯ୍ୟାୟରେ ମତାଦାନ ହେଉଥିଲାବେଳେ ଆସନ୍ତା କାଲି  ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।

ଅମିତ ଶାହ କେନ୍ଦୁଝର ଆସିବେ। କେନ୍ଦୁଝର ମେଡିକାଲ କଲେଜ ପଡ଼ିଆରେ ଆୟୋଜିତ ସଭାରେ ଶାହ ଯୋଗ ଦେବେ।

ଏହାପୂର୍ବରୁ ଶାହ ଏପ୍ରିଲ ୭ରେ ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ପୋଲସରା, ବରଗଡ଼ରେ ନିର୍ବାଚନୀ ପ୍ରଚାର କରିଥିଲେ। ଏପ୍ରିଲ ୯ରେ ପୁରୀ ଆସିଥିଲେ ଓଡ଼ିଶା।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ