କଟକରେ ଫୋଟୋଗ୍ରାଫି ଦିବସ ପାଳିତ
କଟକ, (ଦୀପକ୍ କୁମାର ବେଉରା): ବିଶ୍ୱ ଫୋଟୋଗ୍ରାଫି ଦିବସ ଉପଲକ୍ଷେ କଟକ ଫୋଟୋ ଗ୍ରାଫର ସଂଘ ତରଫରୁ କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ ମନ୍ଦିର ସମ୍ମୁଖରେ କରୋନାରୁ ମୁକ୍ତି ପାଇଁ ସମୂହ ପାର୍ଥନା ସହ ଅସହାୟ ମାନଙ୍କୁ ଖାଦ୍ୟ ବସ୍ତ୍ର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସଭାପତି ସଚ୍ଚିଦାନନ୍ଦ ବେହେରା, ସମ୍ପାଦକ ଶିଶିର ନାୟକଙ୍କ ସମେତ ସମସ୍ତ ସଦସ୍ୟ ମାନେ ଯୋଗ ଦେଇଥିଲେ।ସେହିପରି ଚୌଦ୍ଵାର ଫୋଟୋଗ୍ରାଫି ସଂଘ ତରଫରୁ ଏକ ଭିଡିଓ କନଫେରେନ୍ସ ମାଧ୍ୟମ ରେ ବୈଠକ ହୋଇଥିଲା