କଳା କୃଷି ଆଇନ କୁ ବିରୋଧ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ତାରିଖ୦୮/୦୧/୨୦୨୨ ସନ୍ଧ୍ୟା୬.୦୦ଘଣ୍ଟା ସମୟରେ ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ନିକଟରେ ମୋଦୀ ସରକାରଙ୍କ ଦେଶରେ ଆଣିଥିବା କ୍ରୃଷକ ଭାଇ ମାନଙ୍କ ପାଇଁ ଯେଉଁ କଳା କ୍ରୃଷି ଆଇନ କୁ ବିରୋଧ କରି ଦେଶରେ ସହିଦ ହୋଇଥିବା ୬୦ରୁ ଉର୍ଦ୍ଧ କ୍ରୃଷକ ଭାଇଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କଂଗ୍ରେସ ଦଳ ପକ୍ଷରୁ। ଏହି ଅବସରରେ କଂଗ୍ରେସ କାର୍ଯ୍ୟାଳୟ ନିକଟରେ କେଣ୍ଡେଲ ଲଗାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ନଗର କଂଗ୍ରେସ ପକ୍ଷରୁ ବସନ୍ତ ପଣ୍ଡା ,ଗୈତମ ପଣ୍ଡା, ରାଜା ପାତ୍ର,ବେର୍ନିକ ଗମାଙ୍ଗ, ରିଙ୍କୁ ପାଣି,ସମୀର ମହାରଣା,ତପନ ପାଇକ, ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ନେତ୍ରୃତ୍ବରେ ପରିଚାଳନା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ