କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷଙ୍କ ଅବସର ଗ୍ରହଣ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ଆଜି ଅବସର ଗ୍ରହଣ କରିଛନ୍ତି I ଏହି ଅବସରରେ ଆୟୋଜିତ ଏକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଖଇରପୁଟି ପଞ୍ଚାୟତର ସରପଞ୍ଚ ସତ୍ୟବାନ ସ୍ୱାଇଁ, ସମିତିସଭ୍ୟା ଶାନ୍ତି ବେହେରା, ଜିଲ୍ଲାପରିଷଦ ସୁଧୀର କୁମାର ଜେନା ଗ୍ରାମ ରୋଜଗାର ସେବକ , ଯୋଗାଣ ସହାୟକ, ଅଙ୍ଗନୱାଡି କର୍ମୀ , ଆଶା କର୍ମୀ, ଯୁବଗୋଷ୍ଠୀ ଏବଂ ସ୍ଥାନୀୟ ବୃଦ୍ଧିଜୀବି ଉପସ୍ଥିତ ରହି ସନ୍ତୋଷଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ