କେକେଆର ପାଇଁ କର ବା ମର

ଋବିବାର ଆଇପିଏଲ ରେ ଖେଳାଯିବ ଦୁଇଟି ମ୍ୟାଚ ପ୍ରଥମ ମ୍ୟାଚ ରେ ଚେନ୍ନାଇ ସୁପର କିଙ୍ଗସ୍ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯାଉଛି । ଦ୍ୱିତୀୟ ମ୍ୟାଚ ରେ ମୁମ୍ବାଇ ଇଣ୍ଡିଆନଓ କୁ ଭେଟିବ କେକେଆର । ଚେନ୍ନାଇ ସୁପର କିଙ୍ଗ ସୁପର ୪ ରେ ପ୍ରବେଶ କରିଥିବା ବେଳେ ଏବେ ସବୁ କ୍ରିକେଟ ପ୍ରେମି ଙ୍କ ନଜର ରହିଛି କେକେଆର ଉପରେ କାରଣ ଯଦି କୋଲକତା ଏହି ମ୍ୟାଚ ରେ ବିଜୟ ହାସଲ କରୁଛି ତାହେଲେ ସୁପର ୪ ରେ ନିଜ ସ୍ଥାନ ପକ୍କା କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ