ଖଡିଆଳ ସହର ରେ ଶାନ୍ତି କୁଞ୍ଜ ହରିଦ୍ଵାର ରୁ ଆସିଥିବା ଦିବ୍ୟ ଜ୍ୟୋତି ଭବ୍ୟ ସ୍ଵାଗତ

ଖଡ଼ିଆଳ, (ଡୋଲେଶ୍ବର ବାଗ):ନୂଆପଡ଼ା ଜିଲ୍ଲା ଖଡିଆଳ ସହର ରେ ଶାନ୍ତି କୁଞ୍ଜ ହରିଦ୍ଵାର ରୁ ଆସିଥିବା ଦିବ୍ୟ ଜ୍ୟୋତି ଭବ୍ୟ ସ୍ଵାଗତ କରିଛନ୍ତି। ଶାନ୍ତି କୁଞ୍ଜ ହରିଦ୍ଵାର ଠାରେ ଦିବ୍ୟ ଜ୍ୟୋତି ଙ୍କ ଶତାୟୁ ବର୍ଷ ପଦାର୍ପଣ କରିଥିବା ଅବସରରେ ସମଗ୍ର ଭାରତ ବର୍ଷ ରେ ଦିବ୍ୟ ଜ୍ୟୋତି ପରିକ୍ରମା କରୁଅଛି। ଏହି ଜ୍ୟୋତି ନୂଆପଡ଼ା ଜିଲ୍ଲା ର ଅନେକ ଅଞ୍ଚଳ ପରିକ୍ରମା ପରେ ଖଡିଆଳ ସହର ପହଞ୍ଚିଅଛି। ଖଡିଆଳ ସହର ପରିକ୍ରମା ପରେ ଜଗନ୍ନାଥ ମନ୍ଦିର ରେ ରାତ୍ରି ରହଣି ବ୍ୟବସ୍ଥା ହୋଇଅଛି। ଅନେକ ଦିନ ଅଞ୍ଚଳ ବିଭିନ୍ନ ଗ୍ରାମ ପରିକ୍ରମା କରି ମାଁ ଗାୟତ୍ରୀଙ୍କ ବାର୍ତ୍ତା ପ୍ରଦାନ କରିବା ସହ ଏକ ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ର ବାର୍ତ୍ତାବହ ରୂପେ ଗସ୍ତ କରୁଅଛି। ପରେ ସିନାପାଲି ଅଞ୍ଚଳ ଗସ୍ତ କରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ