ଖ୍ରୀଷ୍ଟିୟାନ ଜନକଲ୍ୟାଣ ସମାଜଓ ସଂଖ୍ୟା ଲଘୁ ମନ୍ତ୍ରୀଙ୍କ ସ୍ୱତନ୍ତ୍ର ସାକ୍ଷାତ

ଫୁଲବାଣୀ, (ସୁନୀଲ କୁମାର ବେହେରା) :-ସଂଖ୍ୟାଲଘୁ ମନ୍ତ୍ରୀ କନ୍ଧମାଳ ଗସ୍ତ କାର୍ଯ୍ୟକ୍ରମ ଚାଲିଥିବା ମନ୍ତ୍ରୀ ଜନ କେନ୍ଦ୍ର ବାର୍ଲାଙ୍କ ବେଳେ ୯ ତାରିଖ ଦିନ ଘୁ.ଉଦୟଗିରି ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଓ ପୂର୍ବତନ କନ୍ଧମାଳ ସାଂସଦ ରାଜେଶ୍ବରୀ ସିଂ ସହ ଘର ଘର ସଂଖ୍ୟାଲଘୁ ଖ୍ରୀଷ୍ଟିଆନ କଲ୍ୟାଣ ସମାଜର ସ୍ଥାନୀୟ ସମ୍ପ୍ରଦାୟର ଜନ କର୍ମକର୍ତ୍ତା ତଥା ବିଶୋପ ବାଞ୍ଛାନିଧ୍ ନାୟକ, ବିଶୋପ ଦିଲୀପ କୁମାର ବଳ, ସମ୍ପାଦକ ସୁରଞ୍ଜନ ନାୟକ, ସଦସ୍ୟ ଦିପେସ କୁମାର ନାୟକ, ରସାନନ୍ଦ ନାୟକ, ରଞ୍ଜନ ନାୟକ, ଆଇନଜିବୀ ରାମା ରାଓ, ପ୍ରେମ ପ୍ରକାଶ ସିଂ, ଆମୋସ ନାୟକ, ଇଲିୟାସ ନାୟକ, ଆଲୋକ ଚନ୍ଦ୍ର ନାୟକ, ଭୀମସେନ ନାୟକ ପ୍ରମୁଖ ମନ୍ତ୍ରୀଙ୍କ ସହ ସ୍ଵତନ୍ତ୍ର ଭାବରେ ଭେଟି ସଂଖ୍ୟାଲଘୁ ସମ୍ପ୍ରଦାୟ ଜନସାଧାରଣଙ୍କର ବିକାଶ ନିମନ୍ତେ ନିମନ୍ତେ ଅନୁରୋଧ କରିଥିଲେ । ତା’ ସହ ସ୍ବତନ୍ତ୍ର ଯୋଜନା କନ୍ଧମାଳ ତଥା ଓଡ଼ିଶାରସମ୍ପ୍ରଦାୟ ଜନସାଧାରଣଙ୍କର ବିକାଶ ନିମନ୍ତେ ସ୍ବତନ୍ତ୍ର ନିମନ୍ତେ ଅନୁରୋଧ କରିଥିଲେ । ତା’ ସହ ଯୋଜନା କନ୍ଧମାଳ ତଥା ଓଡିଶାର ସମସ୍ୟା ସଂଖ୍ୟାଲଘୁ ବର୍ଗଙ୍କ ବିଭିନ୍ନ ବିଭିନ୍ନ ଉପରେ ଆଲୋଚନା କରିବା ସହ ବିଶୋପ ଦିଲୀପ କୁମାର ବଳ ସମାଜ ତରଫରୁ ଏକ ଲିଖୁତ ଦାବୀପତ୍ର ଦେବା ସହ ତା’ର ସମାଧାନ କରିବା ନିମନ୍ତେ ଅନୁରୋଧ କରିଥିଲେ । କିଛି ସମୟ ଆଲୋଚନା ପରେ ମାନ୍ୟବର ମନ୍ତ୍ରୀ ବୋଲି ବିକାଶ ସମସ୍ୟା ଗୁଡ଼ିକର ଅନୁଧ୍ୟାନ କରି ତା’ର ନିଶ୍ଚିତ ସମାଧାନ କରାଯିବ କହିବା ସହ ସଂଖ୍ୟାଲଘୁବର୍ଗଙ୍କ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ରହିଥିବା ପ୍ରକାଶ କରିଥିଲେ । ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ସାକ୍ଷାତ ଓ ଆଲୋଚନା ହୋଇଥିବାରୁ ଖୁସି ବ୍ୟକ୍ତି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ