ଗଜପତି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ କେଉଟ ସାହି କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାର ସାତ ଗୋଟି ବ୍ଲକର ସଂଘଠାନିକ କର୍ମ କର୍ତ୍ତା ଓ ରାଜ୍ୟ ସାଂଗଠାନିକ ସମ୍ପାଦିକାଙ୍କ ଉପସ୍ଥିତିଗଜପତି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀ ଜଗଦୀଶ ପାତ୍ର, ଉପ ସଭାପତି ଶ୍ରୀ ବି ଗୋପାଳ ରାଓ ଆର୍ ମଧୁ, ପରାମର୍ଶ ଦାତା ପ୍ରଭାତପାଢ଼ୀ,କୋଷାଧ୍ୟକ୍ଷ ଭାଗିରଥ୍ ନାୟକ , ରମାକାନ୍ତି ହୋତା ପଦଲା ଗଜପତି,ଆର ମାଧବୀ ଉପାସିତ ରହି ସଂଘ୍ କୁ ସୁଦୃଢ଼ କରିବା ସ‌ହ ଆଗାମୀ ଡିସେମ୍ବର ସୁଦ୍ଧା ଶିକ୍ଷକ ମାନଙ୍କ ତିନିଗୋଟି ମୁଖ୍ୟ ଦାବୀ ପୂରଣ ନ ହେଲେ ଆଗାମୀ ଦିନ ରେ ପୁନଃଆନ୍ଦୋଳନ ହେବ ବୋଲି ସଂଘ ପକ୍ଷରୁ କୁହା ଯାଇଛି।ବାରି ସତ୍ୟମ୍ ତ୍ରିଲୋଚନ ପାନୁଲୁ ମୃତ୍ୟୁଞ୍ଜୟ ବି ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ