ଗଣତନ୍ତ୍ର ଦିବସ ଉପଲେକ୍ଷ ଭିଭୋ ସ୍ମାର୍ଟଫୋନର ଆକର୍ଷଣୀୟ ଅଫର
(ଯୁଗାବ୍ଦ ନ୍ୟୁଜ) ଗଣତନ୍ତ୍ରର ୭୩ ବର୍ଷ ପୁର୍ତି ଉପଲକ୍ଷେ ଅଭିନବ ସ୍ମାର୍ଟଫୋନ ବ୍ରାଣ୍ଡ ଭିଭୋ ପକ୍ଷରୁ ଫ୍ଲିପକାର୍ଟ, ଆମାଜନ ଡଟ ଇନ୍ ଏବଂ ଟାଟାକ୍ଲିକ ରେ ଏହାର ଆକର୍ଷଣୀୟ ଅଫର ଉପଲବ୍ଧ କରାଯାଇଛି । ଏହି ଉତ୍ସବ ପାଇଁ ଅଗଷ୍ଟ ୮ ରୁ ଅଗଷ୍ଟ୧୪ ପାଳିତ ହେବ । ଭିଭୋ ପକ୍ଷରୁ ଅଗଷ୍ଟ ୮ଠାରୁ ଏହାର ସଦ୍ୟତମ ବ୍ରାଣ୍ଡ ଭିଭୋ ଜେଡ୧ ପ୍ରୋ ଉପରେ ୧୦୦୦ ଟଙ୍କାର ସିମିତ ସମୟ ଅଫର ଫ୍ଲିପକାର୍ଟରେ ଉପଲବ୍ଧ ହେବ । ଅନ୍ୟାନ୍ୟ ବଡ ଅଫର ମାନଙ୍କ ମଧ୍ୟରେ ଭି୧୫ ଏବଂ ଭି ୧୫ ପ୍ରୋ ଉପରେ ୪୦୦୦ ଟଙ୍କା ଓ ୯୦୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ଫ୍ଲିପକାର୍ଟ ଓ ଆମାଜନ ଡଟ ଇନ୍ ରେ ଉପଲବ୍ଧ ହେବ । ଅଗଷ୍ଟ ୭ ତାରିଖରୁ ଅମାଜନ ପ୍ରାଇମ ମେମ୍ବର ମାନଙ୍କୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯିବ । ଏତଦ୍ବ୍ୟତିତ ଟାଟାକ୍ଲିକ ରେ ଭିଭୋ ୧୧ ପ୍ରୋ ୧୫୯୯୦ ଟଙ୍କାରେ ଉପଲବ୍ଧ ହେବ । ଭିଭୋ ଇଣ୍ଡିଆ ଏ ବର୍ଷର ପ୍ରଥମ ତ୍ରୈମାସରେ ୧୧୯ ପ୍ରତିଶତ ଅଭିବୃଦ୍ଧି ଘଟାଇ ଭାରତର ସବୁଠାରୁ ଦୃତ ବ୍ରାଣ୍ଡ ବନିଯାଇଛି ।


