ଗୁଗଲ ମ୍ୟାପରେ ୬ଏକର ଜମିରେ ଦେଖାଯାଉଛି ଛତ୍ରପତି ଶିବାଜୀଙ୍କ ପେଣ୍ଟିଂ
ମହାରାଷ୍ଟ୍ରର କୃଷକମାନେ ଛତ୍ରପତି ଶିବାଜୀଙ୍କୁ ଏକ ସ୍ୱତନ୍ତ୍ର ଶୈଳୀରେ ମନେ ପକାଇଛନ୍ତି । ଲାତୁର ଜମିରେ ଶିବାଜୀଙ୍କ ଏକ ଗ୍ରାସ୍ ପେଣ୍ଟିଂ ବନା ଯାଇଛି । ଏହାକୁ ମହାରାଷ୍ଟ୍ରର ମଙ୍ଗେଶ ନିପାଣିକର ବନାଇଛନ୍ତି । ଯାହାକି ଦେଶର ପ୍ରଥମ ଗ୍ରାସ୍ ପେଣ୍ଟିଂ ବୋଲି କୁହାଯାଉଛି । ଲାତୁର ଗ୍ରାମର ତିଲଙ୍ଗର ଏକ ଜମିରେ ଏହି ପେଣ୍ଟିଂ ବନାଯାଇଛି । ଘାସ ରୋପଣ କରାଯିବା ପରେ ଏହାକୁ ଶିବାଜୀଙ୍କ ଫଟୋର ଆକାର ଦିଆଯାଇଛି । ଗୁଗଲ ମ୍ୟାପ୍ରେ ବି ଏହି ପେଣ୍ଟିଂ ଦେଖିବାକୁ ମିଳୁଛି । ଯାହାକୁ କି ଲୋକମାନଙ୍କୁ ବେଶ୍ ପସନ୍ଦ ଆସିଛି । ମଙ୍ଗେସ ନିପାଣିକର ୬ଏକର ଜମିରେ ଘାସ ରୋପଣ କରିଥିଲେ । ଏହାକୁ ପରେ ଶିବାଜୀଙ୍କ ଫଟୋ ଚିତ୍ରର ଆକାର ଦିଆଯାଇଥିଲା । ଏଥିରେ ୩ଡି ଇଫେକ୍ଟ ଆଣିବା ପାଇଁ ଗ୍ରାଫିଟିଙ୍ଗ ବି କରାଯାଇଛି । ସାଧାରଣ ଲୋକଙ୍କୁ ଏହା ସହଜରେ ଦେଖାଯାଇପାରିବ ସେଥିପାଇଁ କ୍ଷେତର ଚର୍ତୁପାଶ୍ୱର୍ରେ ବଡ଼ ବଡ଼ ସ୍କ୍ରିନ୍ ଲଗାଯାଇଛି । ଗୁଗଲ ମ୍ୟାପ୍ରେ ଏହା ଭାଇରାଲ ହୋଇଛି । ଲୋକମାନେ ଟୁଇଟରରେ ଗୁଗଲ ମ୍ୟାପ୍ର ଏହି ଭିଡିଓ ସେୟାର କରିଛନ୍ତି
ଗୁଗଲ ମ୍ୟାପ୍ରେ ୬ଏକର ଜମିରେ ଦେଖାଯାଉଛି ଛତ୍ରପତି ଶିବାଜୀଙ୍କ ପେଣ୍ଟିଂ