ଛତିଶଗଡରେ ଲାଲ ତାଣ୍ଡବ : ୫ ଯବାନ ସହିଦ
ନିର୍ବାଚନ ଯେତିକି ପାଖେଇ ଆସୁଛି ସେହି ପରିମାଣରେ ମାଓବାଦୀ ମାନେ ଉଗ୍ରରୂପ ଧାରଣ କରିବାରେ ଲାଗିଛନ୍ତି । ଛତିଶଗଡ ଦାନ୍ତୱାଡାର କୁଆଗଡ ନିକଟରେ ମାଓବାଦୀ ମାନେ ଲ୍ୟାଣ୍ଡମାଇନ ବିଷ୍ପୋରଣ କରିଛନ୍ତିି । ଏହି ବିଷ୍ପୋରଣରେ ଉଡାଇଦେଲେ ଭ୍ୟାନ ଓ ଏହ÷ି ଘଟଣାରେ ୪ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଭୀମା ମାଣ୍ଡଭି ବିଷ୍ପୋରଣରେ ପ୍ରାଣ ହରାଇଛନ୍ତିି । ସୂଚନା ଅନୁସାରେ ଯବାନମାନେ ବିଜେପି ବିଧାୟକ ଭୀମା ମାଣ୍ଡିଙ୍କ ସୁରକ୍ଷାରେ ଥିଲେ । ହେଲେ ସେ ଏକ ଶୋଭାଯାତ୍ରା କରି ଆସୁଥିବା ବେଳେ କୁଆଗଡ ଠାରେ ମାଓବାଦୀ ମାନେ ବିଷ୍ପୋରଣ


