ଜନସମୁଦ୍ର ପାଲଟିଲା ତେହରାନ ରାଜରାସ୍ତା

ତେହରାନ – ଆମେରିକାର ରକେଟ୍ ମାଡରେ ନିହତ ହୋଇଥିବା ମେଜର ଜେନରାଲ କାସିମ ସୋଲେମାନୀଙ୍କୁ ସୋମବାର ଅନ୍ତିମ ବିଦାୟ ଦେଇଛନ୍ତି ଇରାନ୍ ବାସୀ । । ଏହି ଅବସରରେ ଇରାନ୍ ର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲି ଖାମନେଇ ଶେଷ ନମାଜ ପାଠ କରିଥିଲେ। ସୋଲେମାନୀଙ୍କୁ ବିଦାୟ ଦେବା ଲାଗି ତେହରାନ ରାସ୍ତାରେ ଜନ ସମୁଦ୍ର ସୃଷ୍ଟି ହୋଇଥିଲା । ସୁଲେମାନୀଙ୍କ ମୃତ୍ୟୁ ଆମେରିକା ପାଇଁ ‘ଡାର୍କ ଡେ’ ଆଣିଦେଇଥିବା କହିଛନ୍ତି ତାଙ୍କ ଝିଅ ଜିନାବ ସୁଲେମାନୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ