ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଗଣେଶ ପୂଜା ପାଳିତ

ଛତ୍ରପୁର, (ଯୁଗାବ୍ଦ ନୁ୍ୟଜ୍) : ଗଂଜାମ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ତାଙ୍କ ସହଧର୍ମିଣୀଙ୍କ ପୈାରହିତ୍ୟରେ ଗଣେଶ ପୂଜା ଅନୁÂିତ ହୋଇଯାଇଛି । ଏଥିରେ ଆବାସିକ କାର୍ଯ୍ୟାଳର ସମସ୍ତ କର୍ମଚାରୀ , ପିୟସ, କିରାଣୀ ଓ ଜିଲ୍ଲାପାଳଙ୍କ ଡ୍ରାଇଭରମାନେ ଉପସ୍ଥିତ ରହି ପୂଜାର୍ଚନା କରିବା ସହ ପ୍ରଭୁ ଶ୍ରୀ ଗଜାନନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ