ଅଫିସର କ୍ଲବ ପକ୍ଷରୁ ଗଣେଶ ପୂଜା ପାଳିତ

ଛତ୍ରପୁର,(ଯୁଗାବ୍ଦ ନୁ୍ୟଜ୍) : ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କ ପକ୍ଷରୁ ଆଜି ସ୍ଥାନୀୟ ଅଫିସର କ୍ଲବ ପରିସରରେ ଗଣେଶ ପୂଜା ମହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଏଥିରେ ବରିÂ କିରାଣୀ ପ୍ରଶାନ୍ତ ଶତପଥୀ ଓ ଆସିଷ୍ଟାଂଟ ନାଜିର ନିରଞ୍ଜନ ଚୌଧୁରୀଙ୍କ ସଂଯୋଜନାରେ ପୁରୋହିତ ହୋମଯଜ୍ଞ କରି ପୂଜାର୍ଚ୍ଚନା କରିଥିଲେ । ଏହି କାର୍ଯ୍ୟାଳୟର ବହୁ କର୍ମଚାରୀ ମାନେ ଉପସ୍ଥିତ ପ୍ରଭୂ ଶ୍ରୀ ଗଜାନନଙ୍କ ଆଳତି ଲାଭ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ