ଜେଇଆଡଭାନ୍ସ ରେ ମହାରଷ୍ଟ୍ର ର କାର୍ତ୍ତୀକେୟ ଗୁପ୍ତା ର ଟପ୍ପର

ଆଜି ପ୍ରକାଶ ପାଇଛି ଜେଇ ଆଜଭାନ୍ସ ପରୀକ୍ଷା ଫଳ । ଚଳିତ ବର୍ଷ ମହାରଷ୍ଟ୍ର ର କାର୍ତ୍ତୀକେୟ ଗୁପ୍ତା ସର୍ବାଧିକ ନମ୍ବର ରଖିସରା ଭାରତରେ ଟପ କରିଛନ୍ତି । ସୂଚନା ଅନୁସାରେ କାର୍ତ୍ତୀକେୟ ୨୦୧୯ ଜେଇମେନ ପରୀକ୍ଷା ରେ ୧୮ ତମ ସ୍ଥାନ ହାସଲ କରିଥିଲେ କିନ୍ତୁ ଜେଇ ଆଡଭାନ୍ସ ରେ ୩୬୦ ନମ୍ବରୁ ୩୩୭ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଆହ୍ଲାବାଦ ର ହିମାଶୁ ସିଂହ ଦ୍ୱିତୀୟ ଓ ଦିଲ୍ଲୀ ର ଅର୍ଚ୍ଚିତ ବୁବନା ତୃତୀୟ ସ୍ଥାନରେ ଅଛନ୍ତି । ଛାତ୍ରଛାତ୍ରୀ ମାନେ ଜେଇଆଡଭାନ୍ସ .ଏସି.ଇନ କୁ ଯାଇ ପରୀକ୍ଷା ଫଳ ଦେଖିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ