ଟ୍ରଲର ବୁଡି ୩ ନିଖୋଜ ୨ ଉଦ୍ଧାର

ପାରାଦ୍ୱୀପ ,(ଯୁଗାବ୍ଦ ନ୍ୟୁଜ୍‌) : ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ମହାନଦୀ ମୁହାଣ ତଥା ନେହୁରୁ ବଙ୍ଗଳା ନିକଟରେ ମଙ୍ଗଳବାର ମାଛ ବୋଝେଇ ଟ୍ରଲର ବୁଡି ୩ ମତ୍ସ୍ୟଜୀବି ନିଖୋଜ ରହିଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ତିନି ଜଣଙ୍କୁ ଉଦ୍ଧାର କରିବା ନିମନ୍ତେ ମେରାଇନ ପୋଲିସ ଯୁଦ୍ଧ କାଳିନ ଭିତିରେ ସଂଘର୍ଷଜାରୀ ରଖିବା ସହ ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ