ଢେଙ୍କାନାଳ ସହରରେ ହେଟା ଆତଙ୍କ

ଢ଼େଙ୍କାନାଳ, (ଯୁଗାବ୍ଦ ନ୍ୟୁଜ):ଢେଙ୍କାନାଳ ସହର ଜଗନ୍ନାଥ ରୋଡ୍‌ରେ ଗୁରୁବାର ହେଟାବାଘ ଆତଙ୍କ ଦେଖାଦେଇଛି। ବାଘଟି ଜଣଙ୍କ ଘରକୁ ପଶୁଥିବାବେଳେ ଅଞ୍ଚଳବାସୀ ପାଟି କରିବାରୁ ଦୌଡି ପଳାଇଥିଲା। ଅନୁରୂପ ଭାବେ ୨ ସପ୍ତାହ ତଳେ ବିଳମ୍ବିତ ରାତିରେ ଲକ୍ଷ୍ମୀ ବଜାର ଅଞ୍ଚଳରେ ହେଟାବାଘଟି ୨ ଜଣଙ୍କୁ କାମୁଡି ଦେଇଥିଲା। ତେବେ ବନବିଭାଗ ବାଘର ଟେର ପାଉ ନ ଥିବା ଜଣାପଡିଛି। ସେକରେ ସ୍ଥାନୀୟ ଲୋକେ ଭୟ ଭିତ ଅବସ୍ଥାରେ ଥିବା ସୂଚନାଲଗାତର ୨ଟି ଘଟଣାରେ ସହର ମଧ୍ୟରେ ହେଟାବାଘ ପଶୁଥିବା ସାଧାରଣରେ ଆଲୋଚନାର ବିଷୟ ବସ୍ତୁ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ