ତିନି ସେନା ବାହିନୀର ମୁଖ୍ୟ ହେବେ ଜେନେରାଲ ବିପନ ରାୱତ !
ନୂଆଦିଲ୍ଲୀ,(ଯୁଗାବ୍ଦ ନ୍ୟୁଜ୍) : ଆଜି ଏକ େଏ÷ତିହାସିକ ନିଷ୍ପତି କ୍ରମେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାପ୍ ବା ସିଡିଏସ୍ ପଦ ସୃଷ୍ଟି କରାଯିବ ବୋଲି ଘୋଷଣା କରିଛନ୍ତି । ସିଡିଏସ ୩ ସେନା ବାହିନୀର ମୁଖ୍ୟ ଭାବେ କାର୍ଯ୍ୟ କରିବା ସହ ସମନ୍ୱିୟ ରକ୍ଷା କରିବେ ବୋଲି କହିଥିଲେ । ଉଚ୍ଚସ୍ତରୀୟ କମିଟି ସିଡିଏସ୍ ପଦ ପାଇଁ ଯୋଗ୍ୟତା କଣ ରହିବା ଦରକାର ବୋଲି ତର୍ଜମା କରୁଛନ୍ତି । ନଭେମ୍ବର ଶେଷ ସୁଦ୍ଧା ସରକାରଙ୍କୁ ରିପୋର୍ଟ ଦେବ । କୁହାଯାଉଛି ୩ ସେନା ଅଧିକାରୀଙ୍କ ମଧ୍ୟରେ ବରିଷ୍ଠତା ମାନଙ୍କ ମଧ୍ୟରେ ଜଣକୁ ସିଡିଏସ୍ ଭାବେ ନିଯୁକ୍ତ ଭାବେ କରାଯିବ ।


